ଅଯୋଧ୍ୟା ରାମ ମନ୍ଦିର ପଛରେ ଓଡିଆଙ୍କ ହାତ ! | Odisha Reporter
Advertisment
ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ। ଲକ୍ଷ ଲକ୍ଷ ସନାତନୀଙ୍କ ଆସ୍ଥାର ପ୍ରତୀକରେ ସ୍ପର୍ଶ ଦେଇଛନ୍ତି ଓଡ଼ିଆ ପୁଅ। ନିପଟ ପଲ୍ଲିରୁ ଅଯୋଧ୍ୟାକୁ ଯାଇ ଦେଖାଇଦେଇଛି ଜୀବନ୍ତ ଓଡ଼ିଶାର କଳାଭାସ୍କର୍ଯ୍ୟ। ଏତେ ବଡ଼ ବିଶାଳ ମନ୍ଦିରରେ ଓଡ଼ିଶା କାରିଗର ନିଜର ଶ୍ରମ ଲଗାଇ ରାଜ୍ୟର ଗାରିମା ବଢାଇଛନ୍ତି। । ଓଡ଼ିଆ ଇଂଜିନିୟରଙ୍କ ଅଧିନରେ କାମ କରୁଥିଲେ ପାଖାପାଖି 300 ଶ୍ରମିକ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us