Advertisment

ଆଜି ବିଶ୍ୱ ସାଇକେଲ୍ ଦିବସ; ନିୟମିତ ସାଇକେଲ୍ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ

ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍‌ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ।

ଅଦ୍ୟତନ ହୋଇଛି
Advertisment

ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍‌ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା। ଏହି ଅବସରରେ ରାଜଧାନୀର ଜଣ ସାଇକେଲ ଆରୋହୀ କହିଛନ୍ତି, ଲୋକଙ୍କ ପାଖର ସମୟ ନାହିଁ, ବିନା ମୋଟର ସାଇକେଲ, ବିନା କାରରେ ଯାଇ କାହା ସହ ଆଲୋଚନା କରିବା। ଯାହା ଫଳରେ ଲୋକେ ରୋଗ ଗ୍ରସ୍ତ ହେଉଛନ୍ତି। ମୁଁ ପିଲା ଦିନରୁ ଦେଖିଛି, କିଏ 90 ବର୍ଷ, କିଏ 85 ବର୍ଷ ବୟସରେ ସାଇକେଲ ଚଲାନ୍ତି । ନିୟମିତ ସାଇକେଲ୍ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ ବୋଲି ସେ କହିଛନ୍ତି। 

Advertisment
World Bicycle Day Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe