ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା

ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଶୁଭେଚ୍ଛା ଜଣାଇଛି କାନାଡା।

India-Canada Flag

ଭାରତ ଓ କାନାଡା ପତାକା

Debibandita Barick
  • Published: Friday, 26 January 2024
  • Updated: 26 January 2024, 12:08 PM IST

Sports

Latest News

ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା। ଭାରତରେ ଥିବା କାନାଡାର ହାଇକମିଶନ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ହାଇକମିଶନର କହିଛନ୍ତି, "ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି।" ଏହି ପୋଷ୍ଟଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲେଖାଯାଇଛି। 

Also Read

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାକୁ ନେଇ ଗତ ବର୍ଷଠାରୁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସ୍ତରରେ ସମ୍ପର୍କ ତିକ୍ତ ହୋଇଥିଲା। କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ନିଜ୍ଜାର ହତ୍ୟା ପାଇଁ ଭାରତକୁ ଦାୟୀ କରିଥିଲା, ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା।

ଭାରତ, କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡା ପ୍ରମାଣ ମାଗିଥିଲା। କିନ୍ତୁ କାନାଡା କୌଣସି ପ୍ରମାଣ ନଦେଇ ଭାରତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। କାନାଡା ପ୍ରଥମେ ଭାରତର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ପରେ ପାଲଟା ଜବାବ ଦେଇଥିଲା ଭାରତ। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିଲେ ମଧ୍ୟ କାନାଡା ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story