ଆଜି ଛେନାପୋଡ଼ ଦିବସ

ଓଡ଼ିଶାରେ ଘରେ ଘରେ ପରିଚିତ ଛେନାପୋଡ଼କୁ ସବୁ ବର୍ଗର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। 

Manoj Swain
  • Published: Thursday, 11 April 2024
  • Updated: 11 April 2024, 05:03 PM IST

ଓଡ଼ିଶାର ଏକ ସ୍ୱତନ୍ତ୍ର ତଥା ସୁଆଦିଆ ମିଠା ଛେନାପୋଡ଼। ଘରେ ଘରେ ପରିଚିତ ଛେନାପୋଡ଼କୁ ସବୁ ବର୍ଗର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। ଏହି ପିଠା ଓ ମିଠାର ଡବଲ୍ ସ୍ବାଦ ଓଡ଼ିଆଙ୍କ ସବୁ ପର୍ବ ପର୍ବାଣୀରେ ଖୋଜାପଡ଼େ। ଆଉ ଆଜି ସେହି ସ୍ବାଦିଷ୍ଟ ଛେନାପୋଡ଼ ପାଇଁ ଉତ୍ସର୍ଗିତ ଦିନ ଛେନାପୋଡ଼ ଦିବସ। ଓଡ଼ିଆଙ୍କ ପ୍ରିୟ ମିଠାର ସ୍ୱାଭିମାନକୁ ବଞ୍ଚାଇବାକୁ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos