Advertisment

ଆଜି ଛେନାପୋଡ଼ ଦିବସ

ଓଡ଼ିଶାରେ ଘରେ ଘରେ ପରିଚିତ ଛେନାପୋଡ଼କୁ ସବୁ ବର୍ଗର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି।

Advertisment

ଓଡ଼ିଶାର ଏକ ସ୍ୱତନ୍ତ୍ର ତଥା ସୁଆଦିଆ ମିଠା ଛେନାପୋଡ଼। ଘରେ ଘରେ ପରିଚିତ ଛେନାପୋଡ଼କୁ ସବୁ ବର୍ଗର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। ଏହି ପିଠା ଓ ମିଠାର ଡବଲ୍ ସ୍ବାଦ ଓଡ଼ିଆଙ୍କ ସବୁ ପର୍ବ ପର୍ବାଣୀରେ ଖୋଜାପଡ଼େ। ଆଉ ଆଜି ସେହି ସ୍ବାଦିଷ୍ଟ ଛେନାପୋଡ଼ ପାଇଁ ଉତ୍ସର୍ଗିତ ଦିନ ଛେନାପୋଡ଼ ଦିବସ। ଓଡ଼ିଆଙ୍କ ପ୍ରିୟ ମିଠାର ସ୍ୱାଭିମାନକୁ ବଞ୍ଚାଇବାକୁ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe