Advertisment

ରାଗିଗଲେ ମୁଖ୍ୟମନ୍ତ୍ରୀ

ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଆରମ୍ଭ ହେଲା କଟକର ପ୍ରସିଦ୍ଧ ବାଲିଯାତ୍ରା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଉଦଘାଟନ କରିଥିଲେ। ତେବେ ଉଦଘାଟନ ପୂର୍ବରୁ ଅବ୍ୟବସ୍ଥାକୁ ନେଇ ବିରକ୍ତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ସହିତ ଥିଲେ ୧୪ଟି ରାଷ୍ଟ୍ରର ପ୍ରତିନିଧି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁ ତରାଇ, ବିଧାୟକ ସୌଭିକ ବିଶ୍ୱାଳ ଓ ସୋଫିଆ ଫିର୍ଦ୍ଦୋସଙ୍କ ସମେତ ଅନେକ ବଡ଼ ବଡ଼ ଅତିଥି।

Advertisment
CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe