Advertisment

ଶିବରାତ୍ରି ପାଇଁ ଲୋକାରଣ୍ୟ ଲିଙ୍ଗରାଜ ମନ୍ଦିର

ଆଜି ପବିତ୍ର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ରହିଛି ରାଜ୍ୟର ସମସ୍ତ ଶୈବପୀଠ। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହୋଇଛି ଲୋକାରଣ୍ୟ। ମନ୍ଦିର ଭିତରେ ଓ ବାହାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦୀପ ଜାଳି ବସିଛନ୍ତି।

Shivaratree

Shivaratree

Advertisment
MahaShivaratri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe