Advertisment

‘ମହିଳାମାନେ ନିଜେ ଚାହିଁଲେ ସବୁ କିଛି ସମ୍ଭବ’

ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ।

Advertisment

ଭୁବନେଶ୍ୱର CSIR- IMMT ପରିସରରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଟେଲିଭିଜନ୍ ନେଟୱର୍କର ମ୍ୟାନେଜିଂ ଡାଇରେକ୍ଟର ଜଗି ମଙ୍ଗତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment
Odisha Bhubaneswar International Women's Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe