Advertisment

ମନ ମୋହୁଛି କଟକ ବାଲିଯାତ୍ରା

ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା। ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ।

author-image
Manoj Swain

ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା। ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ। ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ। ସେହିଭଳି ବାଲିଯାତ୍ରାରେ ଥିବା ବିଭିନ୍ନ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।

Advertisment
Odisha Cuttack Bali Yatra