Advertisment

ମନ ମୋହୁଛି କଟକ ବାଲିଯାତ୍ରା

ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା। ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ।

Advertisment

ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା। ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ। ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ। ସେହିଭଳି ବାଲିଯାତ୍ରାରେ ଥିବା ବିଭିନ୍ନ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।

Advertisment
Bali Yatra Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe