Advertisment

ମାଆଙ୍କ ଆବାହନରେ ପ୍ରକମ୍ପିତ ପୂଜାମଣ୍ଡପ

ମାଆଙ୍କ ଆବାହନରେ ପ୍ରକମ୍ପିତ ପୂଜାମଣ୍ଡପ। ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା।

author-image
Manoj Swain

ମାଆଙ୍କ ଆବାହନରେ ପ୍ରକମ୍ପିତ ପୂଜାମଣ୍ଡପ। ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଏଥର ପୂଜାରେ ମୁଖ୍ୟ ଆକର୍ଷଣ ସାଜିଛି କଟକର ଖାନନଗର ତୋରଣ। ଚଳିତ ବର୍ଷ ଖାନନଗର ପୂଜା କମିଟି ପକ୍ଷରୁ ବୈଷ୍ଣବ ଦେବୀ ମନ୍ଦିର ନିର୍ମାଣ ହୋଇଛି।

Advertisment
Cuttack Durga Puja