ଗଳାବାଟ ଦେଇ ଶ୍ରୀମନ୍ଦିରରେ ଏଣ୍ଟ୍ରି କରୁଛନ୍ତି ଭକ୍ତ

ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଯାଇଛନ୍ତି ଭକ୍ତ।

Manoj Swain
  • Published: Monday, 25 December 2023
  • Updated: 25 December 2023, 05:37 PM IST

Sports

Latest News

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି। ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଯାଇଛନ୍ତି ଭକ୍ତ। ଅସମ୍ଭାଳ ଭିଡ଼କୁ ପୁଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos