ବାବା ଡାକିଲେ, ନଷ୍ଟ ହୁଏ କଷ୍ଟ

ହର୍ ହର୍ ମହାଦେବ ଧ୍ୱନୀରେ କମ୍ପୁଛି ଶିବମନ୍ଦିର। ଲିଙ୍ଗରାଜଙ୍କ ପୀଠକୁ ଜଳାଭିଷେକ ପାଇଁ ଆସିଛନ୍ତି ଭକ୍ତ ।

Manoj Swain
  • Published: Monday, 17 July 2023
  • Updated: 17 July 2023, 10:57 AM IST

Sports

Latest News

ଚାଲିଛି ଯୋଡା ଶ୍ରାବଣ । ଏନେଇ ଶିବାଳୟରେ କାଉଡିଆଙ୍କ ଭିଡ । ବାବାଙ୍କ ଠାରେ ପାଣି ଢାଳିବା ପାଇଁ କାଇଁ କେଉଁଠାରୁ ଲିଙ୍ଗରାଜ ମନ୍ଦିରକୁ ଛୁଟି ଆସିଛନ୍ତି ଭକ୍ତ । ହର୍ ହର୍ ମହାଦେବ ଧ୍ୱନୀରେ କମ୍ପୁଛି ଶିବମନ୍ଦିର। ଲିଙ୍ଗରାଜଙ୍କ ପୀଠକୁ ଜଳାଭିଷେକ ପାଇଁ ଆସିଛନ୍ତି ଭକ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos