Advertisment

ଦୁଇ ଗୋଡ଼ ସାହାଯ୍ୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ

ଦେଖିଲେ ଦୁନିଆରେ ୟା ଠୁ ସୁନ୍ଦର ଦୃଶ୍ୟ କେବେ ଦେଖିଛନ୍ତି ? ଜନ୍ମରୁ ଦୁଇଟି ହାତ କାମ କରୁନି ସେଥି ପାଇଁ ତ ଦୁଇ ଗୋଡ଼ ସାହାଯ୍ୟରେ ଭାଇର ମଥାରେ ଚନ୍ଦନ ଆଉ ସିନ୍ଦୁର ଲଗାଇ ଦେଉଛନ୍ତି ।

Advertisment

ଦେଖିଲେ ଦୁନିଆରେ ୟା ଠୁ ସୁନ୍ଦର ଦୃଶ୍ୟ କେବେ ଦେଖିଛନ୍ତି ? ଜନ୍ମରୁ ଦୁଇଟି ହାତ କାମ କରୁନି ସେଥି ପାଇଁ ତ ଦୁଇ ଗୋଡ଼ ସାହାଯ୍ୟରେ ଭାଇର ମଥାରେ ଚନ୍ଦନ ଆଉ ସିନ୍ଦୁର ଲଗାଇ ଦେଉଛନ୍ତି । ଆଉ ତାପରେ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଓ ବନ୍ଦାପନା ବି କରୁଛନ୍ତି ।

Advertisment
Odisha Raksha Bandhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe