Advertisment

ରୂପାରେ ଝଲସିବ ରୌପ୍ୟନଗରୀ

ଶାରଦୀୟ ଦୁର୍ଗା ପୂଜା ପାଇଁ ଉଠୁଛି ପଡ଼ୁଛି ସବୁ ସହର। ସୁନ୍ଦର ତୋରଣ ପାଖରୁ ଆରମ୍ଭ କରି ରାସ୍ତାରେ ଝିକିମିକି ଲାଇଟ ପାର୍ବଣକୁ ଆହୁରି ଆକର୍ଷିତ କରୁଛି।

Advertisment

ଶାରଦୀୟ ଦୁର୍ଗା ପୂଜା ପାଇଁ ଉଠୁଛି ପଡ଼ୁଛି ସବୁ ସହର। ସୁନ୍ଦର ତୋରଣ ପାଖରୁ ଆରମ୍ଭ କରି ରାସ୍ତାରେ ଝିକିମିକି ଲାଇଟ ପାର୍ବଣକୁ ଆହୁରି ଆକର୍ଷିତ କରୁଛି। ସିଲଭର ସିଟି କଟକରେ ଚଳିତ ବର୍ଷ ନୂତନ ଚାରିଟି ଚାନ୍ଦିର ମେଢ଼ ଶୋଭା ପାଇବାକୁ ଯାଉଛି। ପୂର୍ବରୁ 27ଟି ଚାନ୍ଦି ମେଢ଼ରେ ମାଆ ପୂଜା ପାଉଥିବା ବେଳେ ଚଳିତ ବର୍ଷ ଏହି ଚାନ୍ଦି ମେଢ଼ ସଂଖ୍ୟା 31 ଛୁଇଁବ ।

Advertisment
Cuttack Odisha Cuttack Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe