‘ଅଷ୍ଟମୀ ବ୍ରତ ସୌଭାଗ୍ୟ ବ୍ରତ’ | Odisha Reporter
ଆଜି ମହାମାୟାଙ୍କ ମହାଷ୍ଟମୀ। ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। କଟକ ହରିପୁର-ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଚାନ୍ଦିମେଢ ଓ ସୁନାମୁକୁଟରେ ଝଟକୁଛନ୍ତି ମାଆ ।
Advertisment
‘ଅଷ୍ଟମୀ ବ୍ରତ ସୌଭାଗ୍ୟ ବ୍ରତ’ | Odisha Reporter