Advertisment

ଦୁର୍ଗାପୂଜାରେ ଉତ୍ସବମୁଖର କଟକ ସହର

କଟକ ହରିପୁର-ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଚାନ୍ଦିମେଢ ଓ ସୁନାମୁକୁଟରେ ଝଟକୁଛନ୍ତି ମାଆ ।

Advertisment

ଆଜି ମହାମାୟାଙ୍କ ମହାଷ୍ଟମୀ। ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। କଟକ ହରିପୁର-ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଚାନ୍ଦିମେଢ ଓ ସୁନାମୁକୁଟରେ ଝଟକୁଛନ୍ତି ମାଆ ।

Advertisment
Odisha Cuttack Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe