Advertisment

ଚାରି କୁଇଣ୍ଟାଲ ରୂପାରେ ମାଆଙ୍କ ମେଢ଼

ସୁନା ଚାନ୍ଦିରେ ଝଟକୁଛନ୍ତି ମାଆ ଦଶଭୁଜା। ଜମୁଛି କଟକର ଦୁର୍ଗାପୂଜା ।

author-image
Manoj Swain

ଆଜି ମହାମାୟାଙ୍କ ମହାଷ୍ଟମୀ। ମାଆଙ୍କ ଆବାହନରେ କମ୍ପୁଛି ସବୁ ପୂଜା ମଣ୍ଡପ। ସୁନା ଚାନ୍ଦିରେ ଝଟକୁଛନ୍ତି ମାଆ ଦଶଭୁଜା। ଜମୁଛି କଟକର ଦୁର୍ଗାପୂଜା

Advertisment
Odisha Cuttack Cuttack Durga Puja