କଟକରେ ଜମୁଛି ଦୁର୍ଗାପୂଜା । ଓଡ଼ିଶାର କୋଣ ଅନୁକୋଣରୁ ଧାଇଁ ଆସୁଛନ୍ତି ମା'ଙ୍କୁ ଦର୍ଶନ କରିବା ପାଇଁ । କଟକ ଚାଉଳିଆଗଞ୍ଜରୁ ଆସିଲା ଦୃଶ୍ୟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ବର୍ଷତମାମ ପାଳନ ହେବ ବିର୍ସା ମୁଣ୍ଡା ଜୟନ୍ତୀ, ନଭେମ୍ବର ୧୫ରେ ରାଉରକେଲାରେ ଉଦଘାଟନୀ ଉତ୍ସବ
ରାଉରକେଲାରେ ଉଦଘାଟନୀ ଉତ୍ସବରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ମାନିତ କରାଯିବ ।
Events & Festivals
ଆରମ୍ଭ ହେଲା ନବରାତ୍ର, ଚଳଚଞ୍ଚଳ ଶକ୍ତିପୀଠ
ଶରତକାଳୀନ ଷୋଡ଼ଶ ପୂଜା ପାଇଁ ଚଳଚଂଚଳ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠ। ହୋମ ଯଜ୍ଞ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ପୀଠ। ମା’ଙ୍କୁ ଦର୍ଶନ କରୁଛନ୍ତି ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ମା’ ପ୍ରତିଦିନ ବିଭିନ୍ନ
Events & Festivals
ନଭେମ୍ବର ୧୩ରେ ଧବଳେଶ୍ୱର ବଡ଼ଓଷା
ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।
Events & Festivals
ପୋଡା ମାଛ ବଳି ଓ ଦୁଇବେଳା ଚଣ୍ଡି ପାଠରେ ସନ୍ତୁଷ୍ଟ ହେଉଛନ୍ତି ମାଆ ରାମଚଣ୍ଡୀ
ପବିତ୍ର କୁଶଭଦ୍ରା ନଦୀର ମୁହାଣ ସନ୍ନିକଟରେ ଅବସ୍ଥିତ ମାଆ ରାମଚଣ୍ଡୀଙ୍କ ପୀଠ। ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପୌରାଣୀକ ତଥ୍ୟ ଅନୁସାରେ କୋଣାର୍କ କ୍ଷେତ୍ରର ରକ୍ଷୟିତ୍ରୀ ରୂପେ ଅଷ୍ଠଚଣ୍ଡୀଙ୍କୁ ପ୍ରତିଷ୍ଠା କରାଯାଇଥିଲା। ସେମାନଙ୍କ ମଧ୍ୟରେ ମାଆ ରାମଚଣ୍ଡୀ ଅନ୍ୟତମ।
Miscellaneous
‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିସ୍ତାର ନାହିଁ, ନିଆଯିବ କଠୋର ପଦକ୍ଷେପ’
‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ । ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।’