Advertisment

ବର୍ଜ୍ୟବସ୍ତୁରେ ମାଆଙ୍କ ମେଢ଼

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଚତୁର୍ଦ୍ଦିଗ ।

Advertisment

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଚତୁର୍ଦ୍ଦିଗ । ବର୍ଜ୍ୟବସ୍ତୁରେ ମାଆଙ୍କ ମେଢ଼ । ଯେଉଁ ପଦାର୍ଥକୁ ଆମେ ପିଙ୍ଗିଦେଉଛେ । ବ୍ୟବହାର କରିସାରିଲା ପରେ ତାହାର ଖୋଳପାକୁ କାଢି ଦେଉଛେ । ସେହି ଖୋଳପାରେ ପ୍ରସ୍ତୁତ ହୋଇଛି ଏହି ମେଢ । ବେଶ ମନ କିଣୁଛି ପଳାଶୁଣୀ ଦୁର୍ଗାପୂଜା ମେଢ ।

Advertisment
Odisha Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe