ମା’ଙ୍କ ଭବ୍ୟ ଆଳତି | Odisha Reporter
ମା'ଦୁର୍ଗାଙ୍କ ଦିବ୍ୟ ଆଳତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ଷୋଡଶ ଉପଚାରରେ ଚାଲିଛି ନବରାତ୍ର ପୂଜା । ତେବେ ପୂଜକମାନେ ଦେବୀ ମା' ଦୁର୍ଗାଙ୍କୁ ନିଆରା ଢଙ୍ଗରେ ଦିବ୍ୟ ଆଳତି ଦିଆଯାଇଥିଲା । ସେହିପରି ମା'ଙ୍କ ଏଇ ଦିବ୍ୟ ଆଳତିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଜଗତ ଜନନୀ ମା' ଦୁର୍ଗା ଦେବୀଙ୍କୁ ଦର୍ଶନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
