Advertisment

ଦର୍ଶନ କରନ୍ତୁ ମା'ଙ୍କ ଭବ୍ୟ ଆଳତି

ମା'ଙ୍କ ଏଇ ଦିବ୍ୟ ଆଳତିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଜଗତ ଜନନୀ ମା' ଦୁର୍ଗା ଦେବୀଙ୍କୁ ଦର୍ଶନ କରିଛନ୍ତି।

ଅଦ୍ୟତନ ହୋଇଛି
Advertisment

ମା'ଦୁର୍ଗାଙ୍କ ଦିବ୍ୟ ଆଳତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ଷୋଡଶ ଉପଚାରରେ ଚାଲିଛି ନବରାତ୍ର ପୂଜା । ତେବେ ପୂଜକମାନେ ଦେବୀ ମା' ଦୁର୍ଗାଙ୍କୁ ନିଆରା ଢଙ୍ଗରେ ଦିବ୍ୟ ଆଳତି ଦିଆଯାଇଥିଲା । ସେହିପରି ମା'ଙ୍କ ଏଇ ଦିବ୍ୟ ଆଳତିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଜଗତ ଜନନୀ ମା' ଦୁର୍ଗା ଦେବୀଙ୍କୁ ଦର୍ଶନ କରିଛନ୍ତି। 

Advertisment
Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe