ବଲିଉଡର ଫ୍ରେଣ୍ଡସିପ ଯୋଡ଼ି | Odisha Reporter
ଭାଗ୍ୟରେ ଥିଲେ ଜଣେ ସଚ୍ଚୋଟ ବନ୍ଧୁଟିଏ ମିଳିଥାଏ। ଜଣେ ଭଲ ବନ୍ଧୁ ମିଳିଗଲେ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବା ସହଜ ହୋଇଯାଏ। ସେମିତି ଫ୍ରେଣ୍ଡସିପ୍ ତଥା ବନ୍ଧୁତାର ସମ୍ପର୍କ ସିନେମା ଜଗତରେ ମଧ୍ୟ ଦେଖିବାକୁ ମିଳିଥାଏ। ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଯୋଡ଼ି ରହିଛି, ଯେଉଁମାନଙ୍କ ରିଲ ଅପେକ୍ଷା ରିୟଲ ଲାଇଫ୍ରେ ବନ୍ଧୁତାର ସମ୍ପର୍କ ଦେଖିବାକୁ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
