Advertisment

ଆଜି ମହାମାୟାଙ୍କ ମହାଷ୍ଟମୀ

ଆଜି ମହାମାୟାଙ୍କ ମହାଷ୍ଟମୀ। ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। ଭୁବନେଶ୍ବର ସହିଦ ନଗରରେ ଭିନ୍ନ ଧରଣର ତୋରଣ ପରୀ ମହଲ।

ଅଦ୍ୟତନ ହୋଇଛି
Advertisment

ଆଜି ମହାମାୟାଙ୍କ ମହାଷ୍ଟମୀ। ମାଆଙ୍କ ଆବାହନରେ କମ୍ପୁଛି ସବୁ ପୂଜା ମଣ୍ଡପ। ଭୁବନେଶ୍ବର ସହିଦ ନଗରରେ ଭିନ୍ନ ଧରଣର ତୋରଣ ପରୀ ମହଲ। କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ଜୟପୁର ସମେତ ରାଜ୍ୟର ସବୁ ସହରରେ ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ ଆବାହନ କରାଯାଉଛି। 

Advertisment
Durga Puja Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe