Advertisment

'ମୁଁ ଦେଖିଛି ସ୍ୱାଧୀନତା ଆନ୍ଦୋଳନ'

'କୁନି ବୟସରେ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବୀର ପୁତ୍ରଙ୍କୁ ମୁଁ ଦେଖିଛି'

author-image
Manoj Swain

କୁନି ବୟସରେ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବୀର ପୁତ୍ରଙ୍କୁ ମୁଁ ଦେଖିଛି। ଭାରତୀୟଙ୍କ ସିଂହ ଗର୍ଜନ ଶୁଣି ଥରୁଥିଲା ଇଂରେଜୀଙ୍କ ଛାତି। ଶୁଣନ୍ତୁ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦ ଭୋଳାନାଥ ସ୍ୱାଇଁଙ୍କ କଥା...

Advertisment
Indian Independence Odisha