Advertisment

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ଯବାନଙ୍କ ହାତରେ ରାକ୍ଷୀ ବନ୍ଧିଛନ୍ତି ଜମ୍ମୁ-କାଶ୍ମୀର ଉରି ଅଂଚଳର ସ୍ଥାନୀୟ ମହିଳା ।

author-image
Manoj Swain
ଅଦ୍ୟତନ ହୋଇଛି

ଆଜି ପବିତ୍ର ରକ୍ଷା ବନ୍ଧନ। ଏହି ଅବସରରେ ଯବାନଙ୍କ ହାତରେ ରାକ୍ଷୀ ବନ୍ଧିଛନ୍ତି ଜମ୍ମୁ-କାଶ୍ମୀର ଉରି ଅଂଚଳର ସ୍ଥାନୀୟ ମହିଳା । ରାକ୍ଷୀ ବାନ୍ଧିବା ସହ ମିଠା ମଧ୍ୟ ଖୁଆଉଥିବାର ଚିତ୍ର ସାମ୍ନାକୁ ଆସିଛି ।

Advertisment
Indian Army Raksha Bandhan Jammu And Kashmir