ଓଡ଼ିଶାରେ ମିଲେଟ ବିପ୍ଳବକୁ ନେଇ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

'ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ପ୍ରଥମ ଥର `ବିଶ୍ବ ପୁଷ୍ଟିଶସ୍ୟ ସମ୍ମିଳନୀ’ ଆୟୋଜିତ ହେବା ଓ ଏଥିରେ ମିଳିତ ଜାତିସଂଘର ପ୍ରତିନିଧି, 6 ଟି ଦେଶର ପ୍ରତିନିଧି, କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ, କର୍ଣ୍ଣାଟକ ଏବଂ ବିହାର ଭଳି ରାଜ୍ୟରୁ ପ୍ରତିନିଧି ଯୋଗ ଦେବା ଓଡ଼ିଶା ପାଇଁ ନୂଆ ଅନୁଭୂତି ଆଣିଛି ।

Manoj Swain
  • Published: Friday, 10 November 2023
  • Updated: 10 November 2023, 05:59 PM IST

'ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ପ୍ରଥମ ଥର `ବିଶ୍ବ ପୁଷ୍ଟିଶସ୍ୟ ସମ୍ମିଳନୀ’ ଆୟୋଜିତ ହେବା ଓ ଏଥିରେ ମିଳିତ ଜାତିସଂଘର ପ୍ରତିନିଧି, 6 ଟି ଦେଶର ପ୍ରତିନିଧି, କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ, କର୍ଣ୍ଣାଟକ ଏବଂ ବିହାର ଭଳି ରାଜ୍ୟରୁ ପ୍ରତିନିଧି ଯୋଗ ଦେବା ଓଡ଼ିଶା ପାଇଁ ନୂଆ ଅନୁଭୂତି ଆଣିଛି । ମାଣ୍ଡିଆ, କାଙ୍ଗୁ, ବାଜରା, ସୁଆଁ ଭଳି ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟକୁ କିଭଳି ଫାର୍ମରୁ ପ୍ଲେଟ ପର୍ଯ୍ୟନ୍ତ ଲୋକପ୍ରିୟ କରାଯାଇପାରିବ ସେ ନେଇ ଉଦ୍ୟମ ଜାରି ରହିଛି । ସବୁଜ ବିପ୍ଲବ ପରେ ଏବେ ମିଲେଟ ବିପ୍ଲବ ନେଇ ଚାଲିଥିବା କାର୍ଯ୍ୟକ୍ରମ ଉପରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର....। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos