ଓଡ଼ିଶାରେ ମିଲେଟ ବିପ୍ଳବକୁ ନେଇ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

  • Published: Friday, 10 November 2023
  • , Updated: 10 November 2023, 05:59 PM IST

'ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ପ୍ରଥମ ଥର `ବିଶ୍ବ ପୁଷ୍ଟିଶସ୍ୟ ସମ୍ମିଳନୀ’ ଆୟୋଜିତ ହେବା ଓ ଏଥିରେ ମିଳିତ ଜାତିସଂଘର ପ୍ରତିନିଧି, 6 ଟି ଦେଶର ପ୍ରତିନିଧି, କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ, କର୍ଣ୍ଣାଟକ ଏବଂ ବିହାର ଭଳି ରାଜ୍ୟରୁ ପ୍ରତିନିଧି ଯୋଗ ଦେବା ଓଡ଼ିଶା ପାଇଁ ନୂଆ ଅନୁଭୂତି ଆଣିଛି । ମାଣ୍ଡିଆ, କାଙ୍ଗୁ, ବାଜରା, ସୁଆଁ ଭଳି ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟକୁ କିଭଳି ଫାର୍ମରୁ ପ୍ଲେଟ ପର୍ଯ୍ୟନ୍ତ ଲୋକପ୍ରିୟ କରାଯାଇପାରିବ ସେ ନେଇ ଉଦ୍ୟମ ଜାରି ରହିଛି । ସବୁଜ ବିପ୍ଲବ ପରେ ଏବେ ମିଲେଟ ବିପ୍ଲବ ନେଇ ଚାଲିଥିବା କାର୍ଯ୍ୟକ୍ରମ ଉପରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର....। 

Related story