Advertisment

ଇସ୍କନ ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ପବିତ୍ର ଜନ୍ମାଷ୍ଟମୀ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର ଜନ୍ମାଷ୍ଟମୀ।ଆମ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ସାରା ଭାରତରେ ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଇସ୍କନ ମନ୍ଦିର ଗୁଡିକରେ ଧୁମଧାମରେ ଜନ୍ମାଷ୍ଟମୀ ପାଳନ କରାଯାଉଛି।

author-image
Tapaswini Nayak
iskcon temple

iskcon temple

Bhubaneswar Iskcon Temple