Advertisment

ସୁରଙ୍କ ପଖାଳ ସମ୍ଭାର

ପଖାଳ ଦିବସ ପାଳିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

author-image
Manoj Swain

ପଖାଳ ଦିବସ ପାଳିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଶହ ଶହ ଲୋକଙ୍କ ପାଇଁ ପଖାଳ ସାଙ୍ଗକୁ, ଚୁଙ୍ଗୁଡ଼ି ଭଜା, ମାଛ ଭଜା, ଚୂନା ମାଛ ଭଜା, ଶାଗ ଭଜା, ବଢି ଚୁରା ଭଳି ନାନା ପ୍ରକାରର ବ୍ୟଞ୍ଜନର ଆୟୋଜନ କରିଥିଲେ ସୁର ରାଉତରାୟ।

Advertisment
Bhubaneswar Pakhala Divas Odisha Sura Routray