Advertisment

ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ମାଆ କାଳୀଙ୍କ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ । ମଣ୍ଡପରେ ଚକ୍ଷୁଦାନ ପରେ ମାଙ୍କ ପୂଜାର୍ଚ୍ଚନା ।

ଅଦ୍ୟତନ ହୋଇଛି
Advertisment

ମା’ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' । ମା' ଭଦ୍ରକାଳୀ ଆଜି ମହାକାଳୀ ବେଶ ଧାରଣ କରି ଗଳାରେ ନରମୁଣ୍ଡ ମାଳୀ, ହାତରେ ଖଡ଼ଗ ସହ ନୀଳ ବର୍ଣ୍ଣ ରୂପରେ ଦର୍ଶନ ଦେଉଛନ୍ତି ।

Advertisment
Odisha Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe