ମହାଦେବଙ୍କ ଭକ୍ତିରେ 35 କିମି ଚାଲିଗଲେ ଦିବ୍ୟାଙ୍ଗ

ବାଲେଶ୍ୱର ଜିଲ୍ଲା ବୁଢ଼ାବଳଙ୍ଗ ନଦୀ ବାଲିଘାଟରୁ ପାଣି ଉଠାଇ ପଞ୍ଚଲିଙ୍ଗେଶ୍ୱର ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଏତେ ବାଟ କେମିତି ଯିବେ ପ୍ରଶ୍ନରେ ଗିରିଶ କହିଛନ୍ତି ଭୋଳାବାବା ମୋତେ ଟାଣି ନେଉଛନ୍ତି ।

Manoj Swain
  • Published: Monday, 29 July 2024
  • Updated: 29 July 2024, 06:42 PM IST

Sports

Latest News

ଗୋଟେ ପାଦ ଏପଟେ ପଡ଼ିଲେ ଆଉ ଗୋଟେ ପାଦ ସେପଟେ ପଡ଼ୁଛି । ବାଡ଼ି ସହାୟତାରେ ଆଗକୁ ବଢ଼ିଚାଲିଛନ୍ତି ଏହି ଦିବ୍ୟାଙ୍ଗ ଯୁବକ। ଚାଲିବାକୁ ଦଣ୍ଡେ ବଳ ପାଉନଥିବା ବେଳେ ମହାଦେବଙ୍କ ଭକ୍ତି ତାଙ୍କୁ ଟାଣି ନେଉଛି । ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀ ବାଲି ଘାଟରୁ ପାଣି ଉଠାଇ ପଞ୍ଚଲିଙ୍ଗେଶ୍ୱର ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଏତେ ବାଟ କେମିତି ଯିବେ ପ୍ରଶ୍ନରେ ଗିରିଶ କହିଛନ୍ତି ଭୋଳାବାବା ମୋତେ ଟାଣି ନେଉଛନ୍ତି । ତାଙ୍କରି ଇଚ୍ଛାରେ ଏସବୁ ସମ୍ଭବ ହୋଇ ପାରୁଛି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos