ଆଲୋକର ପର୍ବ ଦୀପାବଳି, ଗାଁ ରୁ ସହର ସବୁଠି ଉତ୍ସବର ମାହୋଲ । ତେବେ ବାଣ ଫୁଟେଇବା ସମୟରେ କେଉଁ କେଉଁ ଦିଗକୁ ଧ୍ୟାନ ଦେବା ଉଚିତ ।ଚର୍ମ ଏବଂ ଆଖିରେ କେମିତି ଯତ୍ନ ନେବେ ଏନେଇ ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ରରେ' ଦେଖନ୍ତୁ।