ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା। ହର ହର ମହାଦେବ ମନ୍ତ୍ର ସାଙ୍ଗକୁ ହୋମ ଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ନାଗା ବାବାଙ୍କ ହେବ ମହା ସମାବେଶ । ଆଉ ସେହି ଭିତରୁ ଜଣେ ହେଉଛନ୍ତି ନାଗା ବାବା। ତେବେ ନାଗା ବାବା ଜଣଙ୍କ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।