Advertisment

ଆଜି ଠାରୁ ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା

ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ନାଗା ବାବାଙ୍କ ହେବ ମହା ସମାବେଶ ।

Advertisment

ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା। ହର ହର ମହାଦେବ ମନ୍ତ୍ର ସାଙ୍ଗକୁ ହୋମ ଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ନାଗା ବାବାଙ୍କ ହେବ ମହା ସମାବେଶ । ଆଉ ସେହି ଭିତରୁ ଜଣେ ହେଉଛନ୍ତି ନାଗା ବାବା। ତେବେ ନାଗା ବାବା ଜଣଙ୍କ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bhubaneswar Khandagiri Mela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe