କୋଲକାତାରେ ମା'ଙ୍କ ଜୀବନ୍ତ ମୂର୍ତ୍ତୀ

ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। ଆଜି ମହାଷ୍ଟମୀ ଥିବାରୁ କୋଲକାତାରେ ବଡ଼ ଧରଣର ସେଲିବ୍ରେସନ ଚାଲିଛି। 

Manoj Swain
  • Published: Sunday, 22 October 2023
  • Updated: 22 October 2023, 01:50 PM IST

Sports

Latest News

ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। ଆଜି ମହାଷ୍ଟମୀ ଥିବାରୁ କୋଲକାତାରେ ବଡ଼ ଧରଣର ସେଲିବ୍ରେସନ ଚାଲିଛି। ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା। ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ବର ସନ୍ଦେଶ । ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ସ୍ଥାନ ଦେଇ ଲୋକଙ୍କୁ ଭଲ ଓ ମନ୍ଦର ବାର୍ତ୍ତା ଦେଇଛି ପୂଜା କମିଟି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ପଛରେ କାହାଣୀ ବି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos