Advertisment

ସାରା ବିଶ୍ୱକୁ ଯାଏ କୋଲକାତାର ଫୁଲ

କଳା ଓ କାରୁକାର୍ଯ୍ୟର ସହର କୋଲକାତା । କୋଲକାତାରେ ଜମୁଛି ଦୁର୍ଗାପୂଜା ।

author-image
Manoj Swain

କଳା ଓ କାରୁକାର୍ଯ୍ୟର ସହର କୋଲକାତା । କୋଲକାତାରେ ଜମୁଛି ଦୁର୍ଗାପୂଜା । କୋଲକାତାରେ କେବେ ରାତି ହୁଏନି। ଏହି କଥାଟା ଯେମିତି ଏକଦମ ସତ। ସେମିତି ହାୱଡା ପାଖରେ ଥିବା ଏହି ଫୁଲ ମାର୍କେଟରୁ ସାରା ବିଶ୍ୱକୁ ଯାଏ ଫୁଲ । ଭଳି ଭଳିକା ଫୁଲ, କିଛିର ନାଁ ଆପଣ ମାନେ ଶୁଣିଥିବେ, ଆଉ କିଛିକୁ ପ୍ରଥମ ଥର ପାଇଁ ଦେଖିଥିବେ। ଏହି ମାର୍କେଟରୁ ଦେଶର ବିଭିନ୍ନ ସ୍ଥାନକୁ ଫୁଲ ପଠାଯାଏ। ଖାଲି ଫୁଲ ନୁହେଁ ଆହୁରି ଅନେକ କିଛି ମଧ୍ୟ ପଠାଯାଏ।

Advertisment
Kolkata Durga Puja