ସାରା ବିଶ୍ୱକୁ ଯାଏ କୋଲକତାର ଫୁଲ | Odisha Reporter
Advertisment
କଳା ଓ କାରୁକାର୍ଯ୍ୟର ସହର କୋଲକାତା । କୋଲକାତାରେ ଜମୁଛି ଦୁର୍ଗାପୂଜା । କୋଲକାତାରେ କେବେ ରାତି ହୁଏନି। ଏହି କଥାଟା ଯେମିତି ଏକଦମ ସତ। ସେମିତି ହାୱଡା ପାଖରେ ଥିବା ଏହି ଫୁଲ ମାର୍କେଟରୁ ସାରା ବିଶ୍ୱକୁ ଯାଏ ଫୁଲ । ଭଳି ଭଳିକା ଫୁଲ, କିଛିର ନାଁ ଆପଣ ମାନେ ଶୁଣିଥିବେ, ଆଉ କିଛିକୁ ପ୍ରଥମ ଥର ପାଇଁ ଦେଖିଥିବେ। ଏହି ମାର୍କେଟରୁ ଦେଶର ବିଭିନ୍ନ ସ୍ଥାନକୁ ଫୁଲ ପଠାଯାଏ। ଖାଲି ଫୁଲ ନୁହେଁ ଆହୁରି ଅନେକ କିଛି ମଧ୍ୟ ପଠାଯାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us