Advertisment

ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଗହଳି

ଶ୍ରଦ୍ଧାଳୁମାନେ ଦୀପ ଜଳାଇ ପ୍ରାର୍ଥନା କରୁଛନ୍ତି।

Advertisment

ଆଜି ପବିତ୍ର ମହାଶିବରାତ୍ରୀ। ଏହି ଜାଗର ଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ। ସେପଟେ ଶ୍ରଦ୍ଧାଳୁମାନେ ଦୀପ ଜଳାଇ ପ୍ରାର୍ଥନା କରୁଛନ୍ତି। କିମ୍ବଦନ୍ତୀ କୁହେ ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ୱ ଦୀପ ଜାଳି ଜାଗର ରହିଥିଲେ ।

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe