Advertisment

କଟକ ପରିକ୍ରମା କରୁଛନ୍ତି ମା’

କଟକରେ ଗତ ରାତିରୁ ଆରମ୍ଭ ହୋଇସାରିଛି ଭସାଣି।

author-image
Manoj Swain

ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। କଟକରେ ଗତ ରାତିରୁ ଆରମ୍ଭ ହୋଇସାରିଛି ଭସାଣ। ମେଢ ଗୁଡ଼ିକ ନିର୍ଦ୍ଦିଷ୍ଟ ରୁଟରେ ସାହି ପରିକ୍ରମା କରି ଦେବୀଗଡ଼ା ନିକଟକୁ ଆସୁଛନ୍ତି। 

Advertisment
Odisha Durga Puja