Advertisment

ଶିବରାତ୍ରୀରେ ଚଳଚଞ୍ଚଳ ଧବଳେଶ୍ବର ପୀଠ

ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ।

ଅଦ୍ୟତନ ହୋଇଛି
Advertisment

ଆଜି ପବିତ୍ର ମହାଶିବରାତ୍ରୀ। ଏହି ଅବସରରେ କଟକର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମାଗମ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ।

Advertisment
Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe