Advertisment

ଆଜି ପବିତ୍ର ମହାଶିବରାତ୍ରୀ

ଭଦ୍ରକର ଆଖଣ୍ଡଳମଣି ପୀଠରେ ସମାଗମ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ବାବାଙ୍କ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି।

ଅଦ୍ୟତନ ହୋଇଛି
Advertisment

ଆଜି ମହାଶିବରାତ୍ରୀ। ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳିବେ ଶ୍ରଦ୍ଧାଳୁ। ଭଦ୍ରକର ଆଖଣ୍ଡଳମଣି ପୀଠରେ ସମାଗମ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ବାବାଙ୍କ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଶାନ୍ତିଶୃଙ୍ଖଳାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। 

Advertisment
Bhadrak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe