ରାତି ପାହିଲେ ରକ୍ଷା ବନ୍ଧନ; ଭାଇ ହାତରେ ସ୍ନେହର ଡୋରି ବାନ୍ଧିବାକୁ ଅପେକ୍ଷାରେ ଭଉଣୀ

ରାତି ପାହିଲେ ରକ୍ଷା ବନ୍ଧନ। ଭାଇ ହାତରେ ସ୍ନେହର ଡୋରି ବାନ୍ଧିବାକୁ ଅପେକ୍ଷାରେ ଭଉଣୀ । ଆଉ ଏଥିପାଇଁ ରାକ୍ଷୀ ବଜାରରେ ଭଳିକି ଭଳି ରାକ୍ଷୀର ପସରା, ମିଠା ଦୋକାନରେ ମିଠାର ସମ୍ଭାର । ସେପଟେ ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା।

Raksha Bandhan 2024

Representational Image

Manoj Swain
  • Published: Sunday, 18 August 2024
  • Updated: 18 August 2024, 08:52 PM IST

Sports

Latest News

ଭାଇ-ଭଉଣୀର ଅତୁଟ ବନ୍ଧନର ପ୍ରତୀକ ରାକ୍ଷୀ। ଭାଇର ଶୁଭ ମନାସି ରାକ୍ଷୀ ବାନ୍ଧିବ ଭଉଣୀ । ଆଉ ଦୀର୍ଘ ଜୀବନ କାମନା କରିଥାଏ । ତା ବଦଳରେ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥାଏ ଭାଇ । ଭାଇ-ଭଉଣୀଙ୍କ ଅନାବିଳ ଭଲପାଇବାର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା । କାଲି ରକ୍ଷା ବନ୍ଧନ ପାଳନକୁ ନେଇ ସବୁଠି ଉତ୍ସାହ । ଭାଇ ହାତରେ ସ୍ନେହ ଓ ବିଶ୍ବାସର ଡୋରି ବାନ୍ଧିବାକୁ ପ୍ରସ୍ତୁତ କରିଛି ଭଉଣୀ । 

ରାତି ପାହିଲେ ରକ୍ଷା ବନ୍ଧନ। ଭାଇ ହାତରେ ସ୍ନେହର ଡୋରି ବାନ୍ଧିବାକୁ ଅପେକ୍ଷାରେ ଭଉଣୀ । ଆଉ ଏଥିପାଇଁ ରାକ୍ଷୀ ବଜାରରେ ଭଳିକି ଭଳି ରାକ୍ଷୀର ପସରା, ମିଠା ଦୋକାନରେ ମିଠାର ସମ୍ଭାର । ସେପଟେ ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ଏଥିପାଇଁ ପାଟେରା ସେବକମାନେ ପ୍ରସ୍ତୁତ କରିଛନ୍ତି ବିରାଟ ରାକ୍ଷୀ ।

Also Read

ଆଜି ସମସ୍ତ ରାକ୍ଷୀ ଦୋକାନରେ ଦେଖିବାକୁ ମିଳିଛି ଭିଡ଼ । ବଜାରରେ ଭଳିକି ଭଳି ଫ୍ୟାସନେବଲ୍ ରାକ୍ଷୀର ସମ୍ଭାର ଲାଗିଛି। ୧୦ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ଯାଏଁ ରାକ୍ଷୀ ବିକ୍ରି ହେଉଛି । କିଛି ସ୍ଥାନରେ ତ ନିଆରା ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ପ୍ଲାଷ୍ଟିକ ଓ ଜରିର ବ୍ୟବହାର ନକରି ଗୋବର, ଗୋମୁତ୍ର, କ୍ଷୀର, ଦହି ଓ ଘିଅର ମିଶ୍ରଣ କରି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ପୁରୀରେ ପଞ୍ଚଗବ୍ୟ ରାକ୍ଷୀ ସମସ୍ତଙ୍କୁ ଆକର୍ଷିତ କରିଛି ।

କେବଳ ରାକ୍ଷୀ ନୁହେଁ, ମିଠା ଦୋକାନରେ ବି ଜମିଛି ଗ୍ରାହକଙ୍କ ଭିଡ଼ । ଚାହିଦାକୁ ଦେଖି ମିଠା ଦୋକାନୀ ମାନେ ନାନା ରକମର ମିଠା ବିକ୍ରି କରୁଛନ୍ତି । ଖୁଆ ମିଠା, ଗୋଲାପ ଜାମୁ, ଛେନା ପୋଡ଼ ଭଳି ଶହେରୁ ଅଧିକ ପ୍ରକାରର ମିଠି ବିକ୍ରି ହେଉଛି । ଏଥିସହ ଚକଲେଟ୍, କୋଲଡ୍ରିଙ୍କସକୁ ନେଇ ସେଲିବ୍ରେସନ୍ ପ୍ୟାକ୍ ପ୍ରସ୍ତୁତ ହୋଇଛି । ଭାଇର ଖୁସି ପାଇଁ ଭଉଣୀ କୌଣସି ବି ସୁଯୋଗ ହାତ ଛଡ଼ା କରିବାକୁ ଚାହୁନହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story