ରାଉରକେଲା ଏନଆଇଟି ପରିସରରେ ଜମିଛି ରଙ୍ଗର ଉତ୍ସବ। ଏଠି ରଙ୍ଗ ନୁହେଁ, କାଦୁଅରେ ହୋଇଛି ହୋଲି ଖେଳ। ପରସ୍ପରକୁ କାଦୁଅ ଲଗାଇ ହୋଲିର ମଜା ନେଇଛନ୍ତି ଛାତ୍ରଛାତ୍ରୀ। ଏହି ମାଟିର ହୋଲି ଖେଳକୁ ଛାତ୍ରଛାତ୍ରୀମାନେ ଖୁବ୍ ମନଭରି ଉପଭୋଗ କରିଛନ୍ତି।
Also Read
ଛୋଟରୁ ବଡ଼ ସମସ୍ତେ ହୋଲିରେ ଏକ ହୋଇ କାଦୁଆରେ ହୋଲି ଖେଳିଥିଲେ। NIT ରେ ପାଠ ପଢୁଥିବା ହଜାର ହଜାର ପିଲା ମାନେ ଆଜି ହୋଲି ଖେଳିଥିଲେ। ରାଜ୍ୟ, ଦେଶ ଓ ବିଦେଶର ବହୁ ଛାତ୍ର ଛାତ୍ରୀ ଆଜି କୂତ୍ରିମ କାଦୁଆ ପୋଖରୀ କରି ସେଥିରେ ହୋଲି ଖେଳିଥିଲେ। NITରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଘର ବହୁ ଦୂରରେ ଥିଲେ ମଧ୍ୟ ସେମାନେ ଘରକୁ ନଯାଇ ଏଠି କାଦୁଅରେ ହୋଲି ଖେଳି ବହୁତ ଖୁସିଅଛନ୍ତି। ରଙ୍ଗ, ଅବିରକୁ ଛାଡ଼ି କାଦୁଆରେ ପ୍ରଥମ ଥର ପାଇଁ ହୋଲି ଖେଳିଲେ ଛାତ୍ରଛାତ୍ରୀ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!
Events & Festivals
ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର
ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଭାରରେ ରହିଛି।
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Events & Festivals
ବାଲିଯାତ୍ରାରେ ବାସି ଖାଦ୍ୟ
ଖାଦ୍ୟରେ ଏମିତି ରଙ୍ଗ ମିଶାଉଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।