Advertisment

ଓଟିଭି ମିନି ମାରାଥନରେ ସାମିଲ ହେଲେ ଅନୁ ଚୌଧୁରୀ

ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହାକୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ କଣ କହିଛନ୍ତି ଶୁଣନ୍ତୁ।

author-image
Manoj Swain

ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଯାଇଅଛି। କ୍ୟାନସରକୁ ନେଇ ସଚେତନତା ସୃଷ୍ଟି ପାଇଁ OTV ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ। ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହାକୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ କଣ କହିଛନ୍ତି ଶୁଣନ୍ତୁ।

Advertisment
World Cancer Day Bhubaneswar Odisha Otv