\'ଓଟିଭିକୁ ଧନ୍ୟବାଦ ଏତେ ସଚେତନ କରୁଛନ୍ତି...\'| Odisha Reporter
Advertisment
ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଯାଇଅଛି। କ୍ୟାନସରକୁ ନେଇ ସଚେତନତା ସୃଷ୍ଟି ପାଇଁ OTV ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ। ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହାକୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us