Advertisment

ବିଶ୍ୱ କର୍କଟ ଦିବସରେ OTVର ମିନି ମାରାଥନ

ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଯାଇଅଛି। କ୍ୟାନସରକୁ ନେଇ ସଚେତନତା ସୃଷ୍ଟି ପାଇଁ OTV ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ।

Advertisment

ବିଶ୍ୱ କର୍କଟ ଦିବସ ଅବସରରେ OTVର ମିନି ମାରାଥନ। କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ମିନି ମାରାଥନରେ ସାମିଲ ହେଲେ ସେଲିବ୍ରିଟି, ଓଟିଭି କର୍ମଚାରୀ ଓ ଜନତା।

Advertisment
World Cancer Day Bhubaneswar Odisha Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe