Advertisment

କଇଥ-କାଉଁରିଆରେ ବିଶାଳ ତୋରଣ

କୋଳି ମଞ୍ଜିରେ ପୂଜା ପେଣ୍ଡାଲ । ନୂଆ ଚିନ୍ତାଧାରାରେ ପୂଜା ପେଣ୍ଡାଲ ହୋଇଛି ।

author-image
Manoj Swain

ଭୁବନେଶ୍ବରରେ ଜମୁଛି ଦୁର୍ଗାପୂଜା। କୋଳି ମଞ୍ଜିରେ ପୂଜା ପେଣ୍ଡାଲ । ନୂଆ ଚିନ୍ତାଧାରାରେ ପୂଜା ପେଣ୍ଡାଲ ହୋଇଛି । ପୁରା ନୂଆ ପରିକଳ୍ପନା । ଯାହା ଭକ୍ତଙ୍କୁ ବେଶୀ ଆକର୍ଷିତ କରୁଛି ।

Advertisment
Odisha Bhubaneswar Durga Puja