Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ, ଦେଖନ୍ତୁ କିଛି ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ଚଣ୍ଡିଖୋଲରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଥିରୁ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟଟି ଥିଲା ଦଳୀୟ କାର୍ଯ୍ୟକ୍ରମ ‘ମୋଦି ଗ୍ୟାରେଣ୍ଟି ସମାବେଶ’।

author-image
Jitendra Garnayak
Modi

Modi

PM Narendra Modi