ଉପବାସ ଭାଙ୍ଗିଲେ ମୋଦି | Odisha Reporter
ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଅବସରରେ ସମଗ୍ର ଅଯୋଧ୍ୟା ହୋଇ ଉଠିଛି ରାମମୟ। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ବିଧି ଓ ନିଷ୍ଠାର ସହ ସେ ୧୧ ଦିନର ଉପବାସ ପାଳନ କରିଥିଲେ। ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସେ ନିଜର ଉପବାସ ଭାଙ୍ଗିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
